ବିଜେପିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ

ବିଧାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ମତାନ୍ତର ଅଭିଯୋଗ ବାରିପଦା: ଆଜି ଥିଲା ମୟୂରଭଞ୍ଜ ଜିଲ୍ଲା ପରିଷଦର ୧୧ତମ ବୈଠକ। ଆଉ ଏହି ବୈଠକରେ ଜିଲ୍ଲା ବିଜେପିକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୧୫ ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା। ଆଜି ଜିଲ୍ଲା ପରିଷଦ ବୈଠକରେ ଯୋଗଦେବା ପରେ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳରୁ ଇସ୍ତଫା ଦେଇଛନ୍ତି ୧୫ … Continue reading ବିଜେପିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ